ସୁନ୍ଦରଗଡରେ ଚାଷୀଙ୍କୁ ଭେଟିଲେ ରାଜ୍ୟପାଳ

0

କୃଷି ହେଉଛି ଭାରତର ମେରୁଦଣ୍ଡ । ଅର୍ଥନୀତି ଓ ସଂସ୍କୃତିର ଭିତ୍ତି । କୃଷି ଓ କୃଷକଙ୍କ ଉନ୍ନତିରେ ଦେଶର ଉନ୍ନତି । ଏଥି ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ଯକାରୀ କରୁଛନ୍ତି । କୃଷିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହିତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ସବୁ ଯୋଜନାର ଉପଯୋଗ କରିବାକୁ ମାନ୍ୟବର ରାଜ୍ୟପାଳ ସୁନ୍ଦରଗଡ ଜିଲ୍ଲାର ପଞ୍ଚମହଲା ଠାରେ ଆୟୋଜିତ କୃଷକଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରେ କୃଷକଙ୍କ ସହ କଥାହୋଇ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିଛନ୍ତି ।

nano urea

Leave A Reply

Your email address will not be published.

15 + fourteen =