ଗଜପତି ଖଜୁରୀ ଗୁଡ଼କୁ ଜିଆଇ ସ୍ୱୀକୃତି

ଓଡ଼ିଶାର ଗଜପତି ଜିଲ୍ଲାର ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବା ଖଜୁରୀ ଗୁଡ଼ ମୁଖ୍ୟତଃ ତିନି ପ୍ରକାରର, ଯଥା: ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ । ପ୍ରାକୃତିକ ଉପାୟରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ, ଯାହାର ସ୍ୱାଦ ନିଆରା ଏବଂ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×