‘ସଫଳ’ ପୋର୍ଟାଲ – ସମବାୟ ବ୍ୟାଙ୍କର ଫସଲ ଋଣ ସୁବିଧା

କୃଷି ଓଡ଼ିଶା ୨୦୨୪ ଉଦଘାଟନ ଉତ୍ସବ ଅବସରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା 'ସଫଳ' ପୋର୍ଟାଲ - ସମବାୟ ବ୍ୟାଙ୍କର ଫସଲ ଋଣ ସୁବିଧାର ଶୁଭାରମ୍ଭ ହୋଇଛି । ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧହାରରେ ଏହି ସୁବିଧା ମିଳିବ । ଓଡ଼ିଶାର କୃଷକମାନେ ସହଜରେ
Read More...

କୃଷି ଓଡିଶା ୨୦୨୪ ଉଦ୍ଘାଟିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ରାଜ୍ୟର ବାର୍ଷିକ ମେଗା ଏଗ୍ରି ଫେଷ୍ଟ
Read More...

ପୂର୍ବ ଉଦଘାଟନୀ ସମାରୋହରେ ଓୟୁଏଟି କୁଳପତିଙ୍କ ବକ୍ତବ୍ୟ

ଏକ ପୂର୍ବ ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡିଶା ୨୦୨୪ ରେ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ୍ କୁମାର ରାଉଳ "ଲିଙ୍ଗ-ପ୍ରତିକ୍ରିୟାଶୀଳ ଏବଂ ପୁଷ୍ଟିକର ସମ୍ବେଦନଶୀଳ ଖାଦ୍ୟ ପ୍ରଣାଳୀ - ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବିତରଣ" ଉପରେ
Read More...

ବିକଶିତ ଭାରତ ଗଠନରେ କୃଷକ ଓ କୃଷିର ଭୂମିକା ଉପରେ ରାଜ୍ୟପାଳଙ୍କ ବାର୍ତ୍ତା

ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାର l କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର l ନିକଟରେ ଆଦିବାସୀଙ୍କ ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ହଜାର
Read More...

ଜନତା ମଇଦାନ ଠାରେ ଆୟଜିତ ହେବାକୁ ଯାଉଛି ‘କୃଷି ଓଡ଼ିଶା -୨୪’

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ୧୨ ଜାନୁଆରୀ ରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଭୁବନେଶ୍ଵରର ଜନତା ମଇଦାନ ଠାରେ 'କୃଷି ଓଡିଶା-୨୪' ଆୟୋଜନ କରାଯାଉଛି । କୃଷି ଭବନରେ ଆୟୋଜିତ ଏକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର
Read More...

ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ନିମନ୍ତେ ରାଜ୍ୟପାଳଙ୍କ ପରାମର୍ଶ

କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l କିନ୍ତୁ ତାର ପୂର୍ଣ୍ଣ ଉପଯୋଗ ନହେବା ଚିନ୍ତାର ବିଷୟ l ଯୋଜନାର ଲାଭ ନେବା ପାଇଁ ବିଭିନ୍ନ ସ୍ତରରେ ଜନସଚେତନତା ଦରକାର l ଏଥିରେ ପ୍ରଶାସନ ପକ୍ଷରୁ ବ୍ଯାପକ ସଚେତନତା ସୃଷ୍ଟି ହେବା
Read More...

କାଳିଆ ସ୍କଲାରସିପ ପାଇଁ ପଞ୍ଜୀକରଣ ଆରମ୍ଭ

ଆସନ୍ତା ଜାନୁୟାରୀ ୯ ରୁ ୩୧ ତାରିଖ ପର୍ଯ୍ୟନ୍ତ କାଳିଆ ଛାତ୍ରବୃତ୍ତି ପାଇଁ ପଞ୍ଜୀକରଣ କରାଯାଇପାରିବ । ବହୁ ସଂଖ୍ୟକ ଛାତ୍ରଙ୍କ ଭବିଷ୍ୟତର ସୁରକ୍ଷା ନିମନ୍ତେ ଏହା ଏକ ବର୍ଦ୍ଧିତ ପରିବର୍ତ୍ତନର ମାର୍ଗ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରାୟାସ

ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ଓ ଶ୍ନାକ୍ସ ପରେ ଏବେ ଆଉ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ତିଆରି ହୋଇଛି ଗହଣା । କାନଫୁଲ, ହାର, ବ୍ରେସଲେଟ୍‌, ଲକେଟ୍ ଆଦି ଅଳଙ୍କାର । ସରକାରୀସ୍ତରରେ ମାଣ୍ଡିଆର ପ୍ରଚାର ପ୍ରସାର କରାଯିବା ସହ ୨୦୨୩ ବର୍ଷକୁ ମାଣ୍ଡିଆ
Read More...

ମହିଳା ସଶକ୍ତିକରଣ କ୍ଷେତ୍ରରେ ବାଲେଶ୍ଵର ପୁରସ୍କୃତ

ସ୍ବୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଅଧିକ ଋଣ ଦିଆଯିବାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ୨୦୨୧-୨୨ ମସିହା ପାଇଁ ରାଜ୍ୟରେ ବାଲେଶ୍ଵର ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ଶନିବାର ଭୁବନେଶ୍ଵର ଲୋକସେବା ଭବନରେ ଏହି ପୁରସ୍କାର ଜିଲ୍ଲାପାଳ
Read More...

ଆସନ୍ତା ୧୨ ରୁ କୃଷି ଓଡ଼ିଶା-୨୦୨୪

ଆସନ୍ତା ୧୨ ତାରିଖରୁ ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ମେଳା-୨୦୨୪ । ଏହାର ବିଷୟବସ୍ତୁ ରହିଛି କୃଷି ପ୍ରଗତିରେ ମହିଳା । ଏହି ତିନି ଦିନ ଧରି ହେବାକୁ ଥିବା ମେଳାରେ ବିଭିନ୍ନ କୃଷି ଉତ୍ପାଦିୟ ବିଷୟ ପରିଦର୍ଶନ ହେବା ସହ ମହିଳା ମାନଙ୍କ କୃଷି କ୍ଷେତ୍ରରେ ଯୋଗଦାନକୁ
Read More...