ମିଶନ ଶକ୍ତି ଦ୍ବାରା ସ୍ବାବଲମ୍ବୀ ହେଉଛନ୍ତି ମହିଳାମାନେ

ଜଙ୍ଗଲ ମଧ୍ୟରେ ପାହାଡ଼ ଓ ବନ୍ୟଜନ୍ତୁଙ୍କ ସହ ବସ ବାସ କରୁଥିବା ଆଦିବାସୀ ମହିଳାମାନେ ସରକାରଙ୍କ ସହଯୋଗ ଏବଂ ପ୍ରୋତ୍ସାହନରେ ଆଜି ଏକ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା ଦ୍ଵାରା ଏହା ବାସ୍ତବତାରେ ପରିଣତ ହୋଇଛି । ଏହା ଦେଖିବାକୁ ମିଳିଛି
Read More...

ମତ୍ସ୍ୟ ଚାଷ ସହିତ ଜଡିତ ଅଧିକ ସୂଚନା

ଭାରତ ଏକ କୃଷି ପ୍ରଧାନ ଦେଶ । ଏଠାରେ ଚାଷ ସହିତ କୃଷକମାନେ ମଧ୍ୟ ବହୁ ପରିମାଣରେ ମାଛ ଚାଷ କରନ୍ତି । ଏହି କାରଣରୁ କୃଷକମାନେ ଭଲ ରୋଜଗାର ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଥି ସହିତ ସରକାର କୃଷକମାନଙ୍କୁ ମତ୍ସ୍ୟ ଚାଷ ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ଅନେକ
Read More...

ରବି ଧାନ ପରିଚାଳନା ଦିଗରେ JSW ତରଫରୁ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଲୋକ ମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ JSW ସବୁବେଳେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି। ଚାଷ ଓ ଚାଷୀର ମହତ୍ତ୍ଵ କୁ ଉପଲବ୍ଧି କରି JSW ନିଜର ଅନନ୍ୟ କାର୍ଯ୍ୟକ୍ରମ ମାନ ହାତକୁ ନେଇଛି। ଚାଷୀଙ୍କ ମଧ୍ୟରେ ଚାଷ ସମ୍ବନ୍ଧୀୟ ଉପଯୁକ୍ତ ଜ୍ଞାନ
Read More...

ଗଜପତି ଖଜୁରୀ ଗୁଡ଼କୁ ଜିଆଇ ସ୍ୱୀକୃତି

ଓଡ଼ିଶାର ଗଜପତି ଜିଲ୍ଲାର ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବା ଖଜୁରୀ ଗୁଡ଼ ମୁଖ୍ୟତଃ ତିନି ପ୍ରକାରର, ଯଥା: ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ । ପ୍ରାକୃତିକ ଉପାୟରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ, ଯାହାର ସ୍ୱାଦ ନିଆରା ଏବଂ
Read More...

‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଏକ ନୂତନ ଯୋଜନା ଘୋଷଣା

ଜନଜାତିଙ୍କ ଉନ୍ନତି ପାଇଁ 'ଲାଭ - ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜନଜାତିମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିପାରିବେ ଏବଂ ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ
Read More...

ସୁବର୍ଣ୍ଣ କୃଷି ମେଳା- ୨୦୨୪ “ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି”

ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି । ଯାହାକୁ ଏକ ନୂଆ ଦିଗ ଦେବା ପାଇଁ ଚେଷ୍ଟା ଚାଲିଛି , ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ଼ ଭୂମିକା ରହିଛି , ଆଉ ଏହି କୃଷିକୁ ଗୁରୁତ୍ତ୍ଵ ଦେଇ ଆୟୋଜିତ ହୋଇଥିଲା ଏକ କୃଷି ମେଳା , ଯାହାର ନା ହେଉଛି " ସୁବର୍ଣ୍ଣ କୃଷି ମେଳା - ୨୦୨୪
Read More...

ଫସଲ ବିବିଧିକରଣ ପୋଗ୍ରାମ ତାଲିମ ପ୍ରଦାନ

କୋରାପୁଟର କୋଟପଦର ମୋକାଗାଁ ଏବଂ ମୁଣ୍ଡାଗୁଡା ଗାଁର କୃଷକମାନଙ୍କୁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଫସଲ ବିବିଧିକରଣ ପ୍ରୋଗ୍ରାମ୍ ଅନ୍ତର୍ଗତ ଧାନ ବଦଳରେ ଅନ୍ୟ ଫସଲ କ୍ରୟ, ଅମଳ ପରବର୍ତ୍ତୀ ନିୟନ୍ତ୍ରଣ ଏବଂ ମୂଲ୍ୟ ଯୋଗ ଉପରେ ତାଲିମ ଦିଆଯାଇଛି । ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ
Read More...