ଭଦ୍ରକ ଜିଲ୍ଲାର ବାସୁଦେବପୁର ଏବଂ ଭଣ୍ଡାରିଫୋଖରୀ ଅଞ୍ଚଳରେ ମାନ୍ୟବର ଏମଏଲ୍ଏ ଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ ହୋଇଛି । ଏହି ମେଳା କୃଷକମାନଙ୍କ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ସହ ଚାଷ ଖର୍ଚ୍ଚ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସଂଗଠିତ ହୋଇଛି ।
Recover your password.
A password will be e-mailed to you.
Recover your password.
A password will be e-mailed to you.